ଟ୍ରକ ଧକ୍କାରେ ଶିଶୁ ଗୁରୁତର ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ – ନାକଟିଦେଉଳ ରାସ୍ତାର ଡଇଁଚା ନିକଟରେ ଦୁର୍ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଦୁର୍ଘଟଣାରେ ଟ୍ରକ ଧକ୍କାରେ ଏକ ୭ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି। ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ଉକ୍ତ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ଘଟଣାଇବା ପରେ ଚମ୍ପଟ ମାରିଥିବା ଟ୍ରକକୁ ୧୦ କିମି ଯିବା ପରେ ପୁଲିସ ଜବତ କରିଛି ବୋଲି ସୂଚନା ମିଳିଛି।

 

Comments are closed.