‘ସମାଜ’ ରାୟଗଡା ପ୍ରତିନିଧି ସୁରେଶ ପାଢୀଙ୍କ ପରଲୋକ

0

କଟକ: ଦୈନିକ ‘ସମାଜ’ ର ରାୟଗଡା ଜିଲା ପ୍ରତିନିଧି ସୁରେଶ ପାଢୀଙ୍କ ଅକାଳରେ ବିୟୋଗ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କଟକ ବଡ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାବାର ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ‘ସମାଜ’ ଅନୁଷ୍ଠାନ ସମେତ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply