‘ସମାଜ ଲାଇଭ୍‌ ଇନ’ରେ ଘୋଷଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ବର : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ କେବଳ ପୁରୀରେ ହିଁ  ଏଥର ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ସୁପ୍ରମିକୋର୍ଟ ଅନୁମତି ଦେଇଛନ୍ତି। ଏଥର ପୁରୀ ରଥଯାତ୍ରା ସିଧା ପ୍ରସାରଣ ପାଇଁ ‘ସମାଜ ଲାଇଭ’ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡି ବିଜେଠାରୁ ଆରମ୍ଭ କରି ଛେରା ପହଁରା ଏବଂ ରଥଟଣା ଆଦି ସିଧା ପ୍ରସାରଣ ‘ସମାଜ ଲାଇଭ୍‌’ରେ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଏବଂ ଟ୍ବିଟର  ସମେତ ଆମ ୱେବ୍‌ସାଇଟ୍‌ www. samajalive.inକୁ ବ୍ରାଉଜିଂ କରି ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ।

Comments are closed.