କଟକରେ ବଲିଉଡ ଅଭିନେତା

0

ଓଡ଼ିଶା ପୁରୁଷ ହକି ବିଶ୍ୱକପ ଉଦ୍‍ଘାଟନର ଦ୍ୱିତୀୟ ପର୍ଯ୍ୟାୟ ଉତ୍ସବ ବାରବାଟୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଯୋଗଦେଇଥିଲେ। ସଲମାନ ଖାନ ସହିତ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରହେମାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କଟକବାସୀଙ୍କ ହୃଦୟ ଜିଣିଥିଲେ।

Leave A Reply