ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ବର: ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷାଫଳ-୨୦୨୧ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରବେଶିକା ପରୀକ୍ଷାଫଳ ସୈନିକ ସ୍କୁଲ ୱେବ୍‌ସାଇଟ୍‌ରୁ ଦେଖିପାରିବେ। ଏହାସହିତ ସେମାନେ ଡାକ୍ତରୀ ପରୀକ୍ଷା ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ୱେବ୍‌ସାଇଟରୁ ପାଇପାରିବେ। ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାଫଳ ଭୁବନେଶ୍ବର ସୈନିକସ୍କୁଲ ୱେବ୍‌ସାଇଟ୍‌ http://sainikschoolbhubaneswar.orgରେ ଉପଲବ୍ଧ ରହିଛି।

Comments are closed.