ବିଜେପି ବିଧାୟକଙ୍କ ପରଲୋକ

0

ନୂଆଦିଲ୍ଲୀ : ଦିଲ୍ଲୀର ବିଜେପି ବିଧାୟକ ସାହେବ ସିଂହ ଚୌହାଣଙ୍କର ୬୮ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ପୂର୍ବ ଦିଲ୍ଲୀରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ଚୌହାଣ୍‍ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା। ବୈଶାଳୀର ମ୍ୟାକ୍ସ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବହୁ ନେତୃବନ୍ଦ ତଥା ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି।

Leave A Reply