ଭୁବନେଶ୍ୱରରେ ଶାହାରୁଖ

0

ଭୁବନେଶ୍ୱର : ବଲିଉଡ ସୁପରଷ୍ଟାର ତଥା ରୋମାନ୍ସ କିଙ୍ଗ ଶାହାରୁଖ ଖାନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ ପାଇଁ ଶାହାରୁଖ ଓଡିଶା ଆସିଛନ୍ତି। ଶାହାରୁଖଙ୍କୁ ଦେଖିବା ପାଇଁ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା।

ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍‍, ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର. ରେହେମାନ, ବଲିଉଡ ଅଭିନେତା ଶାହାରୁଖ ପ୍ରମୁଖ କଳାକାର ଯୋଗଦେବେ। ହକି ବିଶ୍ୱକପକୁ ନେଇ ସମଗ୍ର ଓଡ଼ିଶାରେ ଉତ୍ସାହ ଲାଗିରହିଛି।

Leave A Reply