ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ

0

କଳାହାଣ୍ଡି : କଳାହାଣ୍ଡି ଜିଲା ୨୬ ନଂ ଜାତୀୟରାଜପଥ କାଲୋପଲା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଏକ ବାଇକକୁ ମିନିଟ୍ରକ ସମ୍ମୁଖରୁ ଧକ୍କା ଦେବାଦ୍ୱାରା ବାଇକ ଚାଳକଙ୍କ(୩୫) ଘଟଣାସ୍ଥଲରେ ମୃତ୍ୟୁ ହୋଇଛି। ମୃତକ ଘର କାଲୋପଲାର ରାଜମୋହନ ଶବର ବୋଲି ଜଣାପଡିଛି । ଗ୍ରାମବାସି ମୃତକଙ୍କୁ କ୍ଷତିପୁରଣ ଦାବିରେ ଭବାନୀପାଟଣା ଓ ଜୟପୁର ରାସ୍ତା ଅବରୋଧ କରିଥିଲେ।

Leave A Reply