ଟୋଙ୍କରୁ ପ୍ରାର୍ଥିପତ୍ର ଦାଖଲ କଲେ ପାଇଲଟ୍‍

0

ଜୟପୁର : ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍‍ ସୋମବାର ଟୋଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପାଇଲଟ୍‍ଙ୍କ ବିରୋଧରେ ପ୍ରାର୍ଥି ହୋଇଛନ୍ତି ବିଜେପିର ୟୁନୁସ ଖାଁ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ପାଇଲଟ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଦୁଇଦଳ ମଧ୍ୟରେ ଆଦର୍ଶଗତ ଲଢେଇ ହେବ।

Leave A Reply