ମଦ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ହତ୍ୟା

0

ବ୍ରହ୍ମପୁର(ଗଞ୍ଜାମ) : ଗଞ୍ଜାମ ଜିଲ୍ଲା ସେରଗଡ ଥାନା ଅନ୍ତର୍ଗତ କେ. ଗୋବିନ୍ଦପୁର ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମଦ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ସ୍ବାଇଁଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତା ଓ ମଦ ବ୍ୟବସାୟକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି।ସେରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛି ।
ବର୍ଷକ ପୂର୍ବେ କୃଷ୍ଣ ଚନ୍ଦ୍ରଙ୍କ ଉପରେ ମଧ୍ୟ  ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପୁଲିସ ଅାସାମୀଙ୍କ ସମ୍ପର୍କରେ ଟେର ପାଇନି ।  ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply