ରୁପା କନିଆଙ୍କୁ ୩ କୋଟି ପୁରସ୍କାର

0

ଭୁବନେଶ୍ୱର: ଏସୀୟ କ୍ରୀଡାରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଦୂତୀଙ୍କୁ ରାଜ୍ୟସରକାର ପକ୍ଷରୁ ଏଯାବତ୍ ମୋଟ ୩ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।  ପୂର୍ବରୁ ମଧ୍ୟ ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିବା ପରେ ଦେଢ କୋଟି ଟଙ୍କା ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ବୁଧବାର ୨୦୦ ମିଟର୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିବା ପରେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏଥିସହ ଦୂତିଙ୍କ ଅଲମ୍ପିକ ପ୍ରସ୍ତୁତି ସମସ୍ତ ଖର୍ଚ୍ଚ ସରକାର ବହନ କରବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Leave A Reply