ବାଟରେ ଅଟକିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ

ଭୁବନେଶ୍ବର : ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥ ରବିବାର ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରି ବାଟରେ ଅଟକିଛି। ଆଜି(ରବିବାର) ନିର୍ଦ୍ଧାରିତ ସମୟଠାରୁ କିଛି ସମୟ ବିଳମ୍ବରେ ରୁକୁଣା ରଥ ଗଡିଥିଲା। ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାରେ ଉପସ୍ଥିତ ରହିଛନ୍ତି।

Comments are closed.