ଶହେଟି ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ ହେଲାଣି ୩୦ ହଜାର ୪୦୦ କୋଟି

ଡେସ୍କ: ଶହେଟି ସ୍ମାର୍ଟ ସିଟି ପାଇଁ ସରକାର ୩୪ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ଓ ସେଥି ମଧ୍ୟରୁ ୩୦ ହଜାର ୪୦୦ କୋଟି ଟଙ୍କା ଉପଯୋଗ ହୋଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଳ କିଶୋର ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି, ସରକାର ୨୦୧୫ରେ ସ୍ମାର୍ଟ ସିଟି ମିଶନ ଆରମ୍ଭ କରିଥିଲେ ଏବଂ ଏହି ମିଶନରେ ଶହେଟି ସ୍ମାର୍ଟ ସିଟି ଚୟନ କରାଯାଇଛି।
Comments are closed.