ପ୍ରତ୍ୟାହାର ହେବନି ୨୦୦୦ ଟଙ୍କିଆ ନୋଟ

0

ନୂଆଦିଲ୍ଲୀ : ଦୁଇ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର କହିଛନ୍ତି। ଶୁକ୍ରବାର ଲୋକସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥବିଭାଗ ରାଷ୍ଟ୍ରମନ୍ତ୍ରୀ ପୋନ ରାଧାକୃଷ୍ଣ କହିଛନ୍ତି ଯେ ୨୦୧୬ ନଭେମ୍ବର ବିମୁଦ୍ରାୟନ ପରେ ରିଜର୍ଭବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରିଥିଲେ। ତେଣୁ ଏହି ନୋଟକୁ ପ୍ରତ୍ୟାହାର କରିବା ନେଇ ସରକାରଙ୍କର କୌଣସି ଯୋଜନା ନାହିଁ।

Leave A Reply