ଆରଆରବି ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗ

ଭୁବନେଶ୍ବର : ଆରଆରବି ଜୁନିଅର ଇଞ୍ଜିନିୟର ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି । ରେତଙ୍ଗ ବିଆଇଆଇଟି ପରୀକ୍ଷା କେନ୍ଦ୍ରରେ ଏହି ଅବ୍ୟବସ୍ଥା ଦେଖିବାକୁ ଦେଖିବାକୁ ମିଳିଛି । ସର୍ଭର କାମ ନକରିବାରୁ ଶତାଧିକ ପରିକ୍ଷାର୍ଥୀ ପରୀକ୍ଷା ଦେଇ ପାରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି ।

Comments are closed.