ଡ଼ାକ୍ତରଙ୍କ ଘରୁ ଟଙ୍କା ସହ ସୁନାଗହଣା ଲୁଟ ନେଇ ଅଭିଯୋଗ

ରାଉରକେଲା : ରାଉରକେଲାର ଛେଣ୍ଡ କଲୋନୀର ଜଣେ ଡ଼ାକ୍ତରଙ୍କ ଘରୁ ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଅମିତ ଦେବତା ନାମକ ଜଣେ ଡ଼ାକ୍ତରଙ୍କ ଘରୁ ନଗଦ ୨୦ ହଜାର ଟଙ୍କା ଓ ୩ ଲକ୍ଷ ଟଙ୍କାର ସୁନା ଅଳାଙ୍କାର ଚୋରି ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.