ହଷ୍ଟେଲ ଖାଦ୍ୟ ଖାଇ ୫ଛାତ୍ରୀ ଅସୁସ୍ଥ

ରାଉରକେଲା : ରାଉରକେଲା ଅଞ୍ଚଳରେ ଥିବା ଲାଠିକଟା ଆଦର୍ଶ ବିଦ୍ୟାଳୟରେ ଥିବା ଏକ ହଷ୍ଟେଲରେ ବୁଧବାର ଭାତ ଓ ଅଣ୍ଡା ଖାଇ ୫ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ଥ ଅସୁସ୍ଥ ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.