ରୋଟାରୀ କ୍ଲବ କଟକ ମହାନଦୀର ଓଡ଼ିଆ ସାମ୍ବାଦିକତା ଦିବସ ପାଳନ

ଅଗଷ୍ଟ ୪ ତାରିଖ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ଦୈନିକ ସମ୍ବାଦପତ୍ର ‘ସମାଜ’ର ଦୁଇ ଜଣ ସୁନାମଧନ୍ୟ ସାମ୍ବାଦିକ ଡଃ କାଳୀ ପ୍ରସନ୍ନ ଶତପଥୀ ଓ ଆଲୋକ ପତିଙ୍କୁ ସମ୍ମାନୀତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା। କୋଭିଡ ଆଚରଣ ପାଳନ ପୂର୍ବକ କ୍ଲବର ସଭାପତି ରାଜଲକ୍ଷ୍ମୀ ପାତ୍ର ଏବଂ ପୂର୍ବତନ ସଭାପତି ନଟବର ପଣ୍ଡା ଏହି ଅବସରରେ କଟକ ସ୍ତିତ ସମାଜ କାର୍ଯ୍ୟାଳୟକୁ ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସାମ୍ବାଦିକ ଦ୍ବୟଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

Comments are closed.