ବିବାଦରେ ରବିନା ଟଣ୍ଡନ୍

0

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଲିଉଡ୍‌ ନାୟିକା ରବିନା ଟଣ୍ଡନ୍‌ ଏକ ବିଜ୍ଞାପନ ସୁଟିଂ ନେଇ ବିବାଦ ଦେଖାଦେଇଥିଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବିଜ୍ଞାପନ ପାଇଁ ସୁଟିଂ କରି ଭାଇରାଲ କରିବା ଘଟଣାରେ ଏହି ଅଭିନେତ୍ରୀଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଛି । ଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିବାହୀ ଅଧିକାରୀ ଏନେଇ ଏତଲା ଦେବା ପରେ ପୁଲିସ ଅଭିନେତ୍ରୀଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହି ଘଟଣାରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ନୋଟିସ ଜାରି କରାଯାଇଥିଲା।

Leave A Reply