ଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ତ୍ସୀ ଗୁରୁତର

0

ରାଉରକେଲା : ରାଉରକେଲା ଏନଏଚ୍-୧୪୩ ଜଲଦା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଟ୍ରକ୍ ଧକ୍କାରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବାବେଳେ ତ୍ସୀ ଗୁରୁତର ହୋଇଥିବା ଜଣାପଡିଛି। ସ୍ବମୀ-ତ୍ସୀ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

Leave A Reply