ସଡ଼କ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିପାଳ ଥାନା ଅନ୍ତର୍ଗତ ପଞ୍ଚୁପାଳି ମହାବଳ ରାସ୍ତାରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିିଲାବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୋଟିଏ ପରିବାରର ବାପ, ପୁଅ, ମାଆ, ଝିଅ ବାଇକରେ ଯାଉଥିବାବେଳେ ପଛପଟୁ ଏକ ଡ଼ମ୍ପର ଆସି ଧକ୍କା ଦେଇଥିଲା। ଫଳରେ ମାଆ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାବେଳେ ବାପ, ପୁଅ ଗୁରୁତର ହୋଇଛନ୍ତି।

Comments are closed.