ଦାର୍ଜିଲିଂରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଓଡ଼ିଆ ମୃତ, ୨ ଗୁରୁତର

କୋଲକାତା : ପଶ୍ଚିମବଙ୍ଗ ଦାର୍ଜିଲିଂରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ଓଡ଼ିଆ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୋଟିଏ ଓଡ଼ିଆ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଜ୍ବାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ନାତୁଣୀ ଗୁରୁତର ହୋଇଛନ୍ତି। ଘାଟି ଉପରୁ ଗାଡ଼ି ଖସି ଦୁର୍ଘଟଣା ହୋଇଥିବା ସୂଚନା ମିଳିଥିବା ବେଳେ ଏନେଇ ଅଧିକ ସୂଚନା ମଳିପାରିନାହିଁ।

Comments are closed.