ମୁମ୍ବଇ-ହାଇଦରାବାଦ ଜାତୀୟ ରାଜପଥରେ ବସ୍-ଟ୍ରକ୍ ମୁହାଁମୁହିଁ : ଜଣେ ମୃତ, ୧୫ ଆହତ

ମୁମ୍ବଇ : ମୁମ୍ବଇ ଓ ହାଇଦରାବାଦ ଜାତୀୟ ରାଜପଥ ନିକଟ ମନୋର ପାଖରେ ମଙ୍ଗଳବାର ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏନେଇ ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଭକ୍ତରଖାନାରେ ଭର୍ତ୍ତି କରିଛି।

Comments are closed.