ବୋଲେରୋ ଦୁର୍ଘଟଣାରେ ୨ ମୃତ, ୭ ଗୁରୁତର

ବାରିପଦା : ବୈଶିଙ୍ଗା-ମାଣତ୍ରି ରାସ୍ତା କ୍ଷୀରପଦା ଛକଠାରେ ବୋଲେରୋ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଏକ ବିଦ୍ୟୁତ୍‍ ଖୁଣ୍ଟରେ ବୋଲେରୋଟି ପିଟିହେବା ଦ୍ୱାରା ଦୁର୍ଘଟଣାେ ହାଇଥିଲା। ବୋଲେରୋଟି ବିବାହ ଲଗ୍ନ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Comments are closed.