ବସ୍‍-ଟ୍ରକ୍‍ ମୁହାଁମୁହିଁ ଧକ୍କା ୫ଗୁରୁତର

0

ବଣେଇ : ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ଖୁଣ୍ଟଗାଁର ବଜାର ତାରିଣୀ ମନ୍ଦିର ନିକଟରେ ଏକ ବସ୍‍-ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୫ଜଣ ଗୁରୁତର ହୋଇଛନ୍ତି। ଜଗଡମ୍ବା ନାମକ ଏକ ଯାତ୍ରୀବାହୀ ବସ୍‍ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରୋ ହାଇୱାଟି ଓଲଟି ପଡିଥିବାବେଳେ ବସର ୫ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗରୁତରଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା ଜଣାପଡିଛି।

Leave A Reply