ଟ୍ରକ୍ ଧକ୍କାରେ ଜଣେ ମୃତ; ଚାଳକ, ହେଲପର ଗୁରୁତର

ନିଆଳି : ନିଆଳି-ଫୁଲନଖରା ରାସ୍ତାର କାଳିଆଘାଇ ପୋଲ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛିି। ଏକ ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ ଗୁରୁତର ହୋଇଥିବା ଜଣାପଡ଼ିଛି। କ୍ଷତିପୂରଣ ଓ ହମ୍ପ୍ସ ନିର୍ମାଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

Comments are closed.