ମୁହାଁମୁହିଁ ଧକ୍କାରେ ନଦୀକୁ ଖସିଲା ଅଟୋ ଓ କାର୍; କାର୍ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲା ପାଡ଼ୁଆ ଥାନା ଜାଲିପୁଟ ନିକଟରେ ମୁହାଁମୁହିଁ ଧକ୍କା ହୋଇ ଏକ ଅଟୋ ଓ କାର୍ ନଦୀକୁ ଗଳି ପଡ଼ିଛି। କାର୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଟୋରେ ଥିବା ୪ଜଣ ବ୍ୟକ୍ତି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

Comments are closed.