ଆନ୍ଧ୍ରପ୍ରଦେଶ : ସଡ଼କ ଦୁର୍ଘଟଣାରେ ୬ମୃତ

ବିଶାଖାପାଟଣମ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜିଲ୍ଲାର ଥାଣ୍ଟିକୋଣ୍ଡା ଗ୍ରାମରେ ଏକ ଭ୍ୟାନ୍ ଓଲଟି ପଡିବା ଦ୍ବାରା ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭ୍ୟାନଟି ଏକ ବିବାହ ସମାରୋହରୁ ଫେରୁଥିବାବେଳେ ଏଥିରେ ୧୫ ଜଣ ଲୋକ ଥିଲେ।

Comments
Loading...