ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲଥିକାଟ ବ୍ଲକ ଅନ୍ତର୍ଗତ କଟିଙ୍ଗ ଛକ ନିକଟରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।
ଟ୍ରକ୍ ଓ ତେଲ ଟାଙ୍କି ଗାଡି ଧକ୍କାରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ କ୍ରିଷ୍ଣା ମୁରାରୀ ଯାଦବ ଏବଂ ଆହତଙ୍କ ନାମ ରାଜେଶ ଲୋଗୋନ।

Comments are closed.