ସଡକ ଦୁର୍ଘଟଣାରେ ୩ମୃତ

0

ପଦ୍ମପୁର : ପଦ୍ମପୁର ପାଇକମାଳ ରାସ୍ତା ଗୋଇବାହାଲି ପାଖରେ ଏକ ସଡକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବରଅନୁସାରେ ୩ଜଣ ଗୋଟିଏ ବାଇକରେ ଜାଉଥିବାବେଳେ ଏକ ହାଇୱା ଆସି ଧକ୍କା ଦେବାଦ୍ବରା ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ତିନି ଜଣ ସ୍ଥାନୀୟ ସିଂଘନପୁର ଗ୍ରାମର ହୋଇଥିବା ଜଣାପଡିଛି।

Leave A Reply