ଓଲଟିଲା ୧୦୮ଆମ୍ବୁଲାନ୍ସ, ଚାଳକ ଗୁରୁତର

0

କଟକ : ଜେକେବିକେ କଲେଜ ନିକଟରେ ଏକ ୧୦୮ଆମ୍ବୁଲାନ୍ସ ଓଲଟି ପଡିଥିବା ଜଣାପଡିଛି। ଚାଳକ ନିଶାଶକ୍ତ ଅବସ୍ଥାରେ ଚଲାଉଥିବା ହେତୁ ଆମ୍ବୁଲାନ୍ସଟି ଓଲଟି ପଡିଛି। ଚାଳକ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିବା ଜଣାପଡିଛି।

 

Leave A Reply