ଭବାନୀପାଟଣା : ଅତ୍ୟଧିକ ବର୍ଷା ଯୋଗୁଁ ବଲାଙ୍ଗିର – କେସିଙ୍ଗା ୨୬ ନଂ ଜାତୀୟ ରାଜପଥର ଦୃଶ୍ୟ । କଳାହାଣ୍ଡି ଜିଲ୍କାର କନ୍ତେସିର ନିକଟରେ ଥିବା କଲଭର୍ଟ ଧୋଇ ଯିବା ଫଳରେ ଗମନାଗମନ ବନ୍ଦ ।

0
Leave A Reply