ରେଳଗାଡ଼ି ବ୍ୟାଟେରୀ ଚୋରି ଅଭିଯୋଗରେ ୭ ଗିରଫ,୧୧ ବ୍ୟାଟେରୀ ଜବତ

ପୁରୀ : ରେଳଗାଡ଼ି ବ୍ୟାଟେରୀ ଚୋରି ଅଭିଯୋଗରେ ରେଳବାଇ ପୁଲିସ ଆଜି ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୧ ଗୋଟି ବ୍ୟାଟେରୀ ସମେତ ଦୁଇଟି ଗାଡ଼ି ଏବଂ ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଭୁବନେଶ୍ଵର ଏବଂ କଟକର ବହୁ ଅପରାଧରେ ସଂପୃକ୍ତ ଥିବା ଜଣା ପଡିଛି।

Comments are closed.