୫୬ ଟନ୍ ଧାନ ଜବତ, ଜଣେ ଗିରଫ

0

ଯାଜପୁର : ଯାଜପୁର ଛତିଆର ଏକ ରାଇସ ମିଲରୁ ୫୬ ଟନ୍ ଧାନ ଜବତ ହୋଇଛି । ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଫେକ୍ ରେଜିଷ୍ଟ୍ରେସନ ନମ୍ବର ଦେଇ ମଣ୍ଡିରୁ ଧାନ ଉଠାଇ ନେଇଥିବା ପୁଲିସ ସନ୍ଦେହ କରୁଛି । ଅଭିଯୁକ୍ତ ବିରିଡି ମଣ୍ଡିରୁ ୧ ଟ୍ରକ ଧାନ ଓ ତିର୍ତ୍ତୋଲରୁ ୧ ଟ୍ରକ ଧାନ ନେଇଥିଲା।

Leave A Reply