ରେଳ ଧାରଣାରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ରେଙ୍ଗାଲିକେମ୍ପ: ଅତାବିରା ଅଞ୍ଚଳରେ ଏବେ ରେଳ ଦୁର୍ଘଟଣା ବଢ଼ି ଚାଲିଛି। ଏକ ଅଜଣା ବ୍ୟକ୍ତି ରେଳରେ କଟି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଡ଼ଭଗା ଠାରୁ ଦେବାହାଲ ମଧ୍ୟରେ ଯାଇଥିବା ରେଳ ଲାଇନରେ ପ୍ରାୟ ଏହି ଦୁର୍ଘଟଣା ଘଟୁଛି। ବ୍ୟକ୍ତି ଜଣକ କିଏ କୌଣସି ସୂଚନା ମିଳିନାହିଁ। ରେଲୱେ ପୋଲିସ ଶବ ଜବତ କରି ଏହାର ତଦନ୍ତ ଜାରି ରଖିଛି।

Comments are closed.