ଓଭର୍‍ ହେଡ୍‍ ପାଣି ଟାଙ୍କି ଲୋକାର୍ପିତ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ଟାମ୍ପରକେଲା ଗ୍ରାମପଞ୍ଚାୟତ ର ସାଂଗ୍ରାମାଲ ଗ୍ରାମ ରେ ରେ ଗ୍ରାମ୍ୟ ଜଳ ଯେଗାଣ ବିଭାଗ ପକ୍ଷରୁ ନିର୍ମିତ ଓଭର୍‍ ହେଡ୍‍ ପାଣି ଟାଙ୍କି ଲୋକାର୍ପିତ ହୋଇଯାଇଛି। ବିଭାଗୀୟ ସହାକରାୀ ଯନ୍ତ୍ରୀ ମକରଧ୍ୱଜ ନାଏକ ଏବଂ କନିଷ୍ଠ ଯନ୍ତ୍ରୀ ଇନ୍ଦୁମତୀ ପାଣ୍ଡେ ଙ୍କ ଉପସ୍ଥିତି ରେ ସରପଞ୍ଚ ସନାତନ ସାହୁ ପାଣିଟାଙ୍କି ଲୋକାର୍ପିତ କରିଥିଲେ। ଏହି ଅବସର ରେ ସୌୀଦାଗର ସାହୁ, ଆଦିତ୍ୟ ବଢେଇ, ବିରଞ୍ଚି ବାଘ, ରାଜିନ୍ଦ୍ର ସାହୁ, ପାଣ୍ଡବ ବାଘ, ଗରିବ ଡନସନା, ଲକ୍ଷ୍ମଣ ସେଉଲ, ସଞ୍ଜିପ୍ପ୍‍ଧାନ, ବିଶ୍ୱାମିତ୍ର ପଟ୍ଟା,ଆକାଶ ଗର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପାଣି ଟାଙ୍କି ହେବା ଫଳ ରେ ପାନିୟ ଜଳ ସୁବିଧାରୁ ବଞ୍ଚିତ ଥିବା ଏକ ହଜାର ଜନସଂଖ୍ୟା ବିଶିଷ୍ଟ କଟୁଡିହି,ସାଂଗ୍ରାମାଲ ଗ୍ରାମର ଲୋକେ ଉପକୃତବ ହୋଇ ପାରିବେ।

Comments are closed.