ତହସିଲଦାର ଓ ବିଡିଓ ଙ୍କୁ ରାକ୍ଷୀ ବାନ୍ଧିଲେ କିନ୍ନର ସଂଘର ସଭାପତି

ରେଙ୍ଗାଲି: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରେଙ୍ଗାଲି ବ୍ଳକ୍ କିନ୍ନର ସଂଘ ର ସଭାପତି ପ୍ରୀୟା କିନ୍ନର ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ଏବଂ ତହସିଲଦାର ସୁନୀଲ କୁମାର ମେହେର ଙ୍କ ହାତରୁ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇ ଆଶୀର୍ବାଦ ଗ୍ରହଣ କରିଥିଲେ।

Comments are closed.