ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତା ବିଶ୍ୱାଳଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ

0

କଟକ: ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତ ଧଳସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ରିମାଣ୍ଡରେ ନେଇଛି । କଟକ ଜେଏମଏଫସି(ରୁରାଲ) ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ।  ସଦର ଥାନା ପୁଲିସ ମଙ୍ଗଳବାରଠାରୁ ରିମାଣ୍ଡରେ ନେଇଥିବା ବେଳେ ଆସନ୍ତା ୧୬ରେ କୋର୍ଟରେ ହାଜର କରିବା ନେଇ ନିର୍ଦ୍ଦେଶ ରହିଛି । ଏହି ଗୁଳିକାଣ୍ଡ ଘଟଣାରେ ଉଭୟଙ୍କ ସମ୍ପୃକ୍ତି ବିଷୟରେ ଅଧିକ ପଚରାଉଚରା କରିବ ।

Leave A Reply