୧୮ ଜଣଙ୍କ ପ୍ରାଣ ନେଲା କ​ରୋନା : ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି

ଭୁବନେଶ୍ଵର : ସୋମବାର ରାଜ୍ୟରୁ  ଆଉ ୧୮ ଜଣ କ​ରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪୦କୁ ବୃଦ୍ଧି ପାଇଛି।

ଆଜି କଟକରୁ ସର୍ବାଧିକ ୪ ଜଣ, ବାଲେଶ୍ଵର ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି ଯାଜପୁର ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଜଗତସିଂହପୁର. ମୟୂରଭଞ୍ଜ, ନବରଙ୍ଗପରରୁ, ପୁରୀ ଓ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Comments are closed.