ରୋହିତ-ଗିଲ୍‌ଙ୍କ କୀର୍ତ୍ତିମାନ

ସିଡନୀ : ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ୩ୟ ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଓପ୍‌ନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତର ୨ୟ ଏବଂ ଏସିଆର ୩ୟ ଓପ୍‌ନିଂ ଯୋଡ଼ି ଭାବେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟମ୍ୟାଚ୍‌ର ଉଭୟ ଇନିଂସରେ ରୋହିତ-ଗିଲ୍‌ ଉଭୟ ଇନିଂସରେ ୫୦ରୁ ଅଧିକ ଓପ୍‌ନିଂ ଭାଗିଦାରୀ କରିଛନ୍ତି। ଚଳିତ ୩ୟ ଟେଷ୍ଟମ୍ୟାଚ୍‌ରେ ରୋହିତ-ଗିଲ୍‌ ୭୦ ଓ ୭୧ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଛନ୍ତି।

Comments are closed.