ଡିଭିଲିୟରସ୍‌ଙ୍କ ଧୂଆଁଧାର ବ୍ୟାଟିଂ; ରାଜସ୍ଥାନକୁ ୭ୱିକେଟରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଶନିବାରର ପ୍ରଥମ ମ୍ୟାଚ୍

ଦୁବାଇ : ଏବି ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦୁବାଇରେ ଖେଳାଯାଇଥିବା ଆଇପିଏଲର ୩୩ତମ ମ୍ୟାଚ୍ ଅର୍ଥାତ ଶନିବାରର ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଡିଭିଲିୟର୍ସ ୫୫ ରନର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୭ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ଏହି ଲକ୍ଷ୍ୟକୁ ୧୯.୪ବଲରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।

Comments are closed.