୨୨ ଯୁବତୀ ଉଦ୍ଧାର, ୩ ଦଲାଲ୍‌ ଗିରଫ

ରାୟଗଡ଼ା: ରେଳବାଇ ପୁଲିସ ଓ ଚାଇଲ୍ଡ ଲାଇନ୍‌ ଦ୍ବାରା ୨୨ ଯୁବତୀ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଯୁବତୀଙ୍କ ମଧ୍ୟରେ ୧୧ ନାବାଳିକା ଥିବା ସୂଚନା ମିଳିଛି। ହାଇଦ୍ରାବାଦ୍‌ ଚାଲାଣବେଳେ ଧରାପଡ଼ିଲେ, ୩ ଦଲାଲ୍‌ ଗିରଫ ହୋଇଥିବା ଜଣାପଡ଼ିଛି।

Comments
Loading...