ଚୋରାଚାଲାଣ ବେଳେ ଲୁହାପଥର ଟ୍ରକ ଜବତ

0

ରାୟଗଡା : ଆନ୍ଧ୍ରପ୍ରଦେଶକୁ ଟ୍ରକ ଯୋଗେ ଚୋରା ଲୁହାପଥର ଚାଲଣ ହେଉଥିଲାବେଳ ଜବତ ହୋଇଛି। ଆନ୍ଧ୍ରପ୍ରଦେଶ ଓଡିଶା ସୀମା କେରଡା ତନଖି ଫାଟକରେ ୧୦ଟନରୁ ଅଧିକ ଲୁହାପଥର ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଳେ ବନବିଭାଗ ଦ୍ୱାରା ଜବତ କରାଯାଇଛି। ଏଥିନେଇ ଦୁଇ ଜଣଙ୍କୁ ଅଟକ ରଖିଛି ବନବିଭାଗ।

Leave A Reply