ଧସିଲା ମାଟି ଅତଡ଼ା; ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ୍‌

ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିକରପାଇ ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଧସିଥିବା ସୂଚନା ମିଳିଛି । ରେଳ ଧାରଣରେ ମାଡି ଅତଡ଼ା ଧସିଥିବାରୁ ସମଲେଶ୍ୱରୀ ଏକ୍ସପ୍ରେସ୍‌ ଷ୍ଟେସନ ପୂର୍ବରୁ ଅଟକି ରହିଛି । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Comments are closed.