ସୋମବାର ରାଶିଫଳ

0

ମେଷ: କୌଣସି ଏକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେଇପାରନ୍ତି। ପ୍ରୀତି ଲାଭ ହେବ। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖମୟ ଜୀବନ ଯାପନ କରିବେ। ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି।

ବୃଷ: ଯାତ୍ର ଶୁଭଦାୟକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା

ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ପ୍ରୀତିଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କର୍କଟ: ଯୋଜନାରେ ସଫଳତା ମିଳବା କଷ୍ଟକର ହୋଇପାରେ। ବଦଖର୍ଚ୍ଚୀ ହେବେ। ଭାଇମାନଙ୍କ ପ୍ର୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ ଶତ୍ରୁ ହନ୍ତା ହୋଇପାରନ୍ତି। ବହୁ ଶୁଭଫଳ ମିଳିବ।

ସିଂହ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଲଟେରି ଜିଣି ପାରନ୍ତି।

କନ୍ୟା: ଗୋଳମାଳିଆ ପରିସ୍ଥିତିରୁ ଫାଇଦା ଉଠାଇ ପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ଓ ସୁଖୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି ଉପରେ ଅଧିକ ଗୁରୁତ୍ୱ ଦେବେ। ବୁଦ୍ଧିମାନ ହେବେ।

ତୁଳା: ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ପ୍ରେମୀ ଓ ସାହସୀ ହେବେ। ବିବଦାୟ ଘଟଣାରେ ବିଜୟୀ ହେବେ।

ବିଛା: ପୈତୃକ କାର୍ଯ୍ୟରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତି ପ୍ରିୟ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ପତ୍ନୀ ସ୍ନେହୀ ହେବେ। ମିତ୍ର ସୁଖ ମିଳିପାରେ।

ଧନୁ: କାର୍ଯ୍ୟର ଅଗ୍ରଗତି ଘଟିବ। ସୁଖୀ ହେବେ। ସମ୍ମାନିତ ହେବାର ସୂଚନା ମିଳୁଛି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ରୋଜଗାର ପରିମାଣ ବୃଦ୍ଧି ପାଇବ। ମୋକଦ୍ଦମାରେ ବିଜୟୀ ହୋଇ ଧନ ପ୍ରାପ୍ତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ଗନ୍ତବ୍ୟ ପଥରେ ବିଘ୍ନ ଉପୁଜିପାରେ। ଧନକ୍ଷୟ ହେବାର ସୂଚନା ମିଳୁଛି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ସାହସୀ ହେବେ। ଜ୍ଞାନ ଗରିମା ବୃଦ୍ଧି ହେବ। ଗୁପ୍ତ ବିଦ୍ୟା ସାଧନ ପାଇଁ ଉଦ୍ୟମ ଚଳାଇବେ।

କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। ବନ୍ଧୁ ଓ ବିଭାଗୀୟ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ।। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ।

ମୀନ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ ଓ ମନ ଫୂର୍ତ୍ତି ରହିବ। କୁଳଦୀପକ ହେବ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିପାରନ୍ତି। ଦାୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଭେଜନକ ହେବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ।

Leave A Reply