ରାଶି ଅନୁସାରେ କରନ୍ତୁ ଯୋଗର ଚୟନ

0

ଯୋଗର ବହୁତ ଗୁଡିଏ ପରିଭାଷା ରହିଛି । କିନ୍ତୁ ମହର୍ଷି ପତଞ୍ଜଳିଙ୍କ ପରିଭାଷ ସବୁଠାରୁ ଅଧିକ ମହତ୍ତ୍ଵପୁର୍ଣ୍ଣ । ମହର୍ଷି ପତଞ୍ଜଳି ଯୋଗର ଆଠଟି ଅଙ୍ଗ ବିଷୟରେ କହିଛନ୍ତି । ୟମ, ନିୟମ, ଆସନ, ପ୍ରାଣୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ଏହି ୮ଟି ଅଙ୍ଗ ସମ୍ପୂର୍ଣ୍ଣ ରୂପେ ଯୋଗ କୁହାଯାଏ । ଆସନ ବା ଯୋଗାସନ ଯୋଗର ଏକ ଅଂଶ ମାତ୍ର ଏହା ଯୋଗ ନୁହେଁ । ତେବେ ଆସିନ୍ତୁ ରାଶି ଅନୁସାରେ କେଉଁ ଯୋଗ କରିବେ ।

ମେଷ: ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟନମସ୍କାର ବିଶେଷ ଲାଭକାରୀ ଅଟେ ।

ବୃଷ: ଏହି ରାଶିର ଲୋକ ପ୍ରାଣାୟମ କରିବା ଉତ୍ତମ ଅଟେ ।

ମିଥୁନ: ଏମାନେ ସର୍ବାଙ୍ଗାସନ ଏବଂ ମତ୍ସ୍ୟ ମୁଦ୍ରା କରିବା ଲାଭକାରୀ ଅଟେ ।

କର୍କଟ: ଧନୁରସନ ଓ ପଶ୍ଚିମର୍ତ୍ତନସନ ଏହି ଦୁଇ ଆସନ କର୍କଟ ରାଶି ଲୋକଙ୍କ ପାଇଁ ଉତ୍ତମ ଅଟେ ।

 

ସିଂହ: ଏମାନଙ୍କ ପାଇଁ ପ୍ରାଣାୟାମ ଉତ୍ତମ ଅଟେ ।

କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟନମସ୍କାର ଉତ୍ତମ ଅଟେ।

ତୁଳା: ସକାଳେ ଓ ସଂନ୍ଧ୍ୟାରେ ସିଦ୍ଧସାନ କରିବା ଉଚିତ୍ ।

ବିଛା: ଏମାନଙ୍କ ପାଇଁ ତାଡାସନ ଓ ଭୁଜଙ୍ଗାସନ କରିବା ଉତ୍ତମ ଅଟେ ।

ଧନୁ: ଏମାନେ ଧନୁରସନ ଓ ପଶ୍ଚିମର୍ତ୍ତନସନ ଯୋଗ କରିବା ଉଚିତ୍ ।

ମକର: ଏମାନେ ନିୟମିତ ପ୍ରାଣାୟାମ ଓ ଚାଲିବା ଅଭ୍ୟାସ ଉଚିତ୍ ।

କୁମ୍ଭ: ଏମାନେ ନିୟମିତ ପ୍ରାଣାୟାମ ଓ ଧ୍ୟାନ କରିବା ଉଚିତ୍ ।

ମୀନ: ଏହି ରାଶିର ଲୋକମାନେ ନିୟମିତ ଭାବେ ସୂର୍ଯ୍ୟ ନମସ୍କାର କରିବା ଉଚିତ୍ ।

Leave A Reply