ରାଶି ଅନୁଯାୟୀ ବାର ଓ ଶୁଭ ଅଙ୍କ ଦୂର କରେ ବହୁ ସମସ୍ୟା

ନିଜ ରାଶି ଅନୁଯାୟୀ କାର୍ଯ୍ୟ ଓ ସଠିକ ବାରରେ କାର୍ଯ୍ୟ କରିବା ଦ୍ୱାରା ସଫଳତା ମିଳିଥାଏ। ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ କାର୍ଯ୍ୟରେ ସଫଳତା ମିଳିଥାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ….
ମେଷ – ଗୁରୁବାର, ସୋରିଷ ପଡ଼ିଥିବା ଖାଦ୍ୟ ଖାଆନ୍ତୁ।
ବୃଷ – ଶନିବାର , ଘିଅ ଖାଆନ୍ତୁ।
ମିଥୁନ – ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
କର୍କଟ – ଶୁକ୍ରବାର , ଦହି ଖାଆନ୍ତୁ।
ସିଂହ – ରବିବାର, ପାନ ଖାଆନ୍ତୁ।
କନ୍ୟା – ବୁଧବାର, ଧନିଆ ଖାଆନ୍ତୁ।
ତୁଳା – ଶୁକ୍ରବାର , ଦହି ଖାଆନ୍ତୁ।
ବିଛା – ରବିବାର, ପାନ ଖାଆନ୍ତୁ।
ଧନୁ – ଗୁରୁବାର, ହଳଦିଆ ରଙ୍ଗର ମିଠା ଖାଆନ୍ତୁ।
ମକର – ସୋମବାର, ଦହି ଓ ଚିନି ଖାଆନ୍ତୁ।
କୁମ୍ଭ – ଶନିବାର, ଘିଅ ଖାଆନ୍ତୁ।
ମୀନ – ବୁଧବାର, ଧନିଆ ଖାଆନ୍ତୁ।

Comments are closed.