ଜାଣନ୍ତୁ ରାଶି ଅନୁଯାୟୀ ନିଜର ଶୁଭ ଅଙ୍କ

0

ସାଧାରଣ ଭାବେ ଦେଖାଯାଇଥାଏ ଯେ, ପ୍ରତ୍ୟେକଙ୍କର କିଛି ନା କିଛି ଶୁଭ ଅଙ୍କ ବା ସଂଖ୍ୟା ରହିଥାଏ। ଲୋକେ ନିଜ ଶୁଭ ଅଙ୍କକୁ ଖୁବ ଗୁରୁତ୍ୱ ମଧ୍ୟ ଦେଇଥାଆନ୍ତି। କୌଣସି କାର୍ଯ୍ୟର ଶୁଭାରମ୍ଭ ହେଉ ବା ଦୂର ଯାତ୍ରାକୁ ହେଉ ନିଜର ଶୁଭ ଅଙ୍କ ଉପରେ ଧ୍ୟାନ ଦେଇ ହିଁ କରିଥାଆନ୍ତି। ନିଜର ଶୁଭ ଅଙ୍କ ଅନୁଯାୟୀ କାର୍ଯ୍ୟ କଲେ ସଫଳତା ମିଳେ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ ନିଜର ଶୁଭ ଅଙ୍କ….
ମେଷ – ୧
ବୃଷ – ୨,୯ ଏବଂ ୧୧
ମିଥୁନ -୧୩
କର୍କଟ -୭,୧୦
ସିଂହ – ୦,୮
କନ୍ୟା- ୩,୫
ତୁଳା – ୪,୬
ବିଛା -୧୧,୯
ଧନୁ -୫,୧୫
ମକର – ୨
କୁମ୍ଭ – ୧୭
ମୀନ – ୭,୨୧

Leave A Reply