କରୋନା ଭୟ : ଶୁକ୍ରବାରଠାରୁ ରାଷ୍ଟ୍ରପତି ଭବନ ବନ୍ଦ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ରାଷ୍ଟ୍ରପତି ଭବନକୁ ଶୁକ୍ରବାରଠାରୁ ବନ୍ଦ ରଖାଯିବ। ରାଷ୍ଟ୍ରପତି ଭବନ ମଧ୍ୟକୁ ସାଧାରଣ ଜନତାଙ୍କ ପ୍ରବେଶ ନେଇ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ। ଏଥିସହିତ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ପରିସର ଓ ଚେଞ୍ଜ ଅଫ୍‍ ଗାର୍ଡ ଉତ୍ସବକୁ ମଧ୍ୟ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ।

Comments are closed.