ଜୁଲାଇ ମାସରେ ଏହି ରାଶିମାନଙ୍କର ଉପରେ ଜାଣନ୍ତୁ ଚନ୍ଦ୍ରଙ୍କ ପ୍ରଭାବ

0

ରାଶିମାନଙ୍କ ଉପରେ ଚନ୍ଦ୍ରଙ୍କର  ସର୍ବାଧିକ ପ୍ରଭାବ ରହିଛି ।  ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ କେତେକ ଉତ୍ତମ  ପ୍ରଭାବ ସହ ଅନ୍ୟ ଲକ୍ଷଣ ବି ଦେଖା ଯାଇଥାଏ । ଜୁଲାଇ ମାସରେ ନିମ୍ନ ଲିଖିତ ରାଶିମାନଙ୍କର ଉପରେ ଚନ୍ଦ୍ରଙ୍କର ଭଲ ପ୍ରଭାବ ରହିଛି ।

ମକର ରାଶି-  ନିଜ ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ ।  ନିଜ ଲୋକଙ୍କ ସହ ସୁ ସମ୍ପର୍କ   ରକ୍ଷା ରନ୍ତୁ । ଖରାପ ଥିବା ସମ୍ପର୍କ ବି ଭଲ ହୋଇପାରେ ।  ଏହି ରାଶିର ଲୋକଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବ । କିଛି ଖୁସୀ ଖବର ପାଇବାର ସମ୍ଭାବନା ରହିଛି  ।

ତୁଳା-  କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣ ବେଶ୍‌ ଭଲ ପ୍ରଦର୍ଶନ କରିବେ । ଉନ୍ନତି କରିବେ । ଅନେକ ସକରାତ୍ମକ ଶକ୍ତିର ପ୍ରଭାବ  ଓ ସୁଫଳ ମିଳିବ । ବାଧା ବିଘ୍ନ ଦୂର ହେବ ।

ମେଷ- ଏହି ରାଶିର ଲୋକ ଅନେକ ସୁଫଳ ପାଇବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଏହି ସମୟରେ ସକରାତ୍ମକ ଶକ୍ତିର ପ୍ରଭାବ ପରିଲକ୍ଷିତ ହେବ ।

କର୍କଟ- ଏହି ସମୟରେ କର୍କଟ ରାଶିର ଲୋକ ସାବଧାନ ରହିବା ଆବଶ୍ୟକ । କଳହରୁ ଦୂରରେ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ୍‌ ।

Leave A Reply